ସେଲଟର୍ ହୋମ ଯୌନ ଶୋଷଣ ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ର ଏମଡ଼ି
କଟକ: ସେଲଟର୍ ହୋମରେ ନାବାଳିକାଙ୍କ ପ୍ରତି ଯୌନ ଶୋଷଣ ତଥା ଧର୍ମାନ୍ତରୀକରଣ ଅଭିଯୋଗରେ ଗିରଫ ହୋଇଥିବା ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ପରିଚାଳନା ନିର୍ଦ୍ଦେଶକ (ଏମଡି) ଫୟାଜ ରେହମାନ୍ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ।
‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ ପରିଚାଳନା ନିର୍ଦ୍ଦେଶକ (ଏମଡି) ଫୟାଜ…