ସିଭିଲ୍ ସେବା ପାଇଁ ସର୍ବାଧିକ ବୟସ ୨୭ ବର୍ଷ ହେଉ : ନୀତି ଆୟୋଗ
ନୂଆଦିଲ୍ଲୀ : ସିଭିଲ୍ ସର୍ଭିସରେ ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମା ସର୍ବାଧିକ ୨୭ ବର୍ଷ କରିବା ନେଇ ନୀତି ଆୟୋଗ ପରାମର୍ଶ ଦେଇଛି।
ବର୍ତ୍ତମାନ ସିଭିଲ୍ ସର୍ଭିସରେ ବୟସ ସୀମା ୩୦ ବର୍ଷ ରହିଥିବା ବେଳେ ଏହି ବୟସ ସୀମାକୁ କମାଇ ୨୭ ବର୍ଷ କରିବା ନେଇ କେନ୍ଦ୍ର ସରକାରଙ୍କ ଥିଙ୍କ…