ମୋବାଇଲରୁ ପରାମର୍ଶ ନେଲେ; ଜାଣନ୍ତୁ ପଶୁପାଳନ କରି କିପରି ପ୍ରଚୁର ରୋଜଗାର କଲେ !
ଜଗତସିଂହପୁର: ଏବେ ହେଉଛି ହାଇ-ଟେକର ଯୁବ । ଏଯୁଗରେ ଯଦି ସବୁ କ୍ଷେତ୍ରରେ ହାଇ-ଟେକର ବ୍ୟବହାର ହେଉଛି ତେବେ ଆମେ ଚାଷରେ ଏହାକୁ କାହିଁକି ଉପଯୋଗ କରିପାରିବା ନାହିଁ? ପଶୁପାଳନ ପରି ଲାଭଜନକ ଚାଷରେ ରୋଗ ଉପଶମ ଏବଂ ଚିକିତ୍ସା ପଦ୍ଧତି ତଥା ପଶୁଧନର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପରି କେତେକ…