Latest Odisha News

BREAKING NEWS

ତେଲେଙ୍ଗାନା: ପୁଣି ମୁଖ୍ୟମନ୍ତ୍ରୀ ହେଲେ କେ. ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି କେ. ଚନ୍ଦ୍ରଶେଖର ରାଓ । ଏଥିସହିତ କେସିଆର ମୁଖ୍ୟମନ୍ତ୍ରୀ ଭାବେ ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି । ତେଲେଙ୍ଗାନାର ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

ବଙ୍ଗୋପସାଗରରେ ଅବପାତର ରୂପ ନେଉଛି ଲଘୁଚାପ, ୧୬ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଅବପାତର ରୂପ ନେଉଛି । ଫଳରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହା ପ୍ରଭାବରେ ଓଡିଶାରେ ଆସନ୍ତା ୧୬ ଓ ୧୭…

ରୋଗୀ ମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଭୁବନେଶ୍ୱର: ରାଜଧାନୀର ଜୟଦେବ ବିହାର ଛକରେ ରହିଥିବା ଇଏସଆଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି, ଏବଂ ଏହାର ପ୍ରତିବାଦ ସ୍ୱରୂପ ସ୍ଥାନୀୟ ବାସିନ୍ଦାମାନେ ରାସ୍ତା ଅବରୋଧ କରିଛନ୍ତି । ଚିକିତ୍ସା ଅବହେଳାରୁ ଏହି ମହିଳା ରୋଗୀଙ୍କର…

ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ, ମ୍ୟାଚ ପୂର୍ବରୁ ବାଦ ପଡିଲେ ଏହି ୨ ଖେଳାଳି

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମୁଦାୟ ୪ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶୁକ୍ରବାର ପର୍ଥରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଦମଦାର ପ୍ରଦର୍ଶନ ବଳରେ…

ବୌଦ୍ଧରେ ବସ ଓଲଟି ୧ ମୃତ, ୩୦ ଜଣ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମାଦିଙ୍ଗା ଛକ ନିକଟବର୍ତ୍ତୀ ୫୭ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ି ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୩୦ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଶରଦ ପ୍ରସନ୍ନ ବଳ ଏବଂ ତାଙ୍କ ଘର ଖରିଆର ଅଞ୍ଚଳରେ ହୋଇଥିବା ନେଇ ଜଣାପଡିଛି ।…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବରମୂଳା ଜିଲ୍ଲାର ସୋପୋରେ ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ବରମୂଳା ଜିଲ୍ଲାର ସୋପୋରେ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ଲୋକସଭାରେ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଲୋକସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଦିନ କେନ୍ଦ୍ର ଜଳସମ୍ପଦ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ଆଗତ କରିଥିବା ବେଳେ ବିଜେଡ଼ି ଏହି ବିଲକୁ ବିରୋଧ କରିଛି । ଏହି ବିଲକୁ ବିରୋଧ କରି ବିଜେଡ଼ି ସଂସଦୀୟ ଦଳ ନେତା…

ବିଶିଷ୍ଟ ମଞ୍ଚ କଳାକାର ନିତ୍ୟାନନ୍ଦ ଦାସଙ୍କ ପରଲୋକ

ପୁରୀ: ଲୋକପ୍ରିୟ କଳାକାର, ହାସ୍ୟ ଅଭିନେତା ତଥା ମଞ୍ଚ ନିର୍ଦ୍ଦେଶକ ନିତ୍ୟାନନ୍ଦ ଦାସଙ୍କ ପୁରୀର ଏକ ଘରୋଇ ହସ୍ପିଟାଲରେ ବୁଧବାର ଦିନ ପରଲୋକ ହୋଇଯାଇଛି । ହୃଦରୋଗରେ ଆକ୍ରାନ୍ତ ଥିବା ସ୍ୱଗତଃ ନିତ୍ୟାନନ୍ଦ ଦାସଙ୍କୁ ମୃତ୍ୟୁ ବେଳକୁ ୮୩ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ପରେ ତାଙ୍କର ପାର୍ôଥବ…

ଦମଦାର୍ ଖେଳ ପ୍ରଦର୍ଶନ କରି ଆଜି ସେମିଫାଇନାଲ ଯିବାକୁ ଚେଷ୍ଟା କରିବ ଭାରତ

ଭୁବନେଶ୍ୱର: କୋଟି କୋଟି ଭାରତୀୟ ହକିପ୍ରେମୀ ଆଜି ଓଡ଼ିଶା ରାଜଧାନୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି-୨୦୧୮’ର କ୍ୱାର୍ଟର୍ ଫାଇନାଲ ମ୍ୟାଚ ଉପରେ ଦୃଷ୍ଟି ନିବଦ୍ଧ ରଖିଛନ୍ତି । ଆଜି ଆୟୋଜକ ଭାରତ ଭେଟୁଛି ଶକ୍ତିଶାଳୀ ନେଦରଲାଣ୍ଡ ହକି ଦଳକୁ । ଆଜିର…

ଶ୍ରୀକାନ୍ତ ଜେନାଙ୍କ ଭାଗ୍ୟ ନିର୍ଣ୍ଣୟ କରିବ ଏଆଇସିସି: ହେମାନନ୍ଦ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ଶୃଙ୍ଖଳାଗତ କମିଟି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାର ନିଷ୍ପତ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଉପରେ ଛାଡ଼ିଦେଇଛି । ଓପିସିସି ଶୃଙ୍ଖଳାଗତ…