ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର, ରାଜସ୍ଥାନ ଓ ଛତିଶଗଡରେ ତୁଟୁନି ବିବାଦ
ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟପ୍ରଦେଶରେ କମଳନାଥଙ୍କୁ ଚୟନ କରାଯାଇଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ପଥ ପରିଷ୍କାର ହୋଇପାରିନାହିଁ ।
ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ କମଳନାଥ ସୋମବାର ଦିନ ଭୋପାଳର ଲାଲ ପ୍ୟାରେଡ୍…