ଆସୁଛି ନୂଆବର୍ଷ: କଣ ରହିବ ଆପଣଙ୍କ ‘ନିୟୁ ଇୟର ରିଜଲ୍ୟୁସନ’ !
ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ଅନେକ ଭଲ ଓ ଖରାପ ସ୍ମୃତି ଦେଇଥିବା ୨୦୧୯ ଆଉକିଛି ଦିନ ପରେ ବିଦାୟ ନେବ । ପୁରୁଣା ସ୍ମୃତିକୁ ଛାତିରେ ଚାପି ଧରି ଆମେ ଆଉ ଏକ ନୂତନ ବର୍ଷରେ ପାଦ ରଖିବା ।
ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣିଥରେ ଜୀବନରେ ରଙ୍ଗ ଭରିବାକୁ ଚେଷ୍ଟା କରିବା ।…