ବାଲେଶ୍ୱର: ସୋରରେ ସିରିଜ ଦୁର୍ଘଟଣା, ୨ ଗୁରୁତର ଆହତ
ସୋର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ କାର୍ କୌଣସି କାରଣବଶତଃ ଭାରସାମ୍ୟ ହରାଇ ଓଲଟି…