ଡିସେମ୍ବର ୭ରୁ ଏୟାର ଏସିଆର ଭୁବନେଶ୍ୱର-ବ୍ୟାଙ୍କକ୍ ସିଧାସଳଖ ବିମାନ ଚଳାଚଳ ଆରମ୍ଭ
ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକକୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ‘ଏୟାର ଏସିଆ’ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ଏହି ସେବା ସପ୍ତାହକୁ ୩ଦିନ ଉପଲବ୍ଧ ହେଉଥିବାବେଳେ ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ସେବା ଟିକେଟ୍ ମୂଲ୍ୟ ୨ହଜାର ୯୯୯ ଟଙ୍କାରେ ଆରମ୍ଭ…