Latest Odisha News

BREAKING NEWS

ବାଲେଶ୍ୱରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସନ୍ତରଗଡ଼ିଆ ତଳ ବଜାର ଚଣ୍ଡୀ ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଏକ ଆକ୍ସିସ୍ ବ୍ୟାଙ୍କ ଏଟିଏମରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ରେ ସୁରଟ ଗସ୍ତ କରିବେ

ଭୁବନେଶ୍ୱର : ପ୍ରବାସୀ ଓଡିଆ ମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୧୭ ତାରିଖରେ ସୁରଟ ଗସ୍ତ କରିବେ । ମିଳିଥିବା ସୂଚନା ଅନୁଯାୟୀ ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କ ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କରିଥିଲେ…

ଆଡ଼ିଲେଡ୍ ଟେଷ୍ଟର ୨ୟ ଦିବସରେ ଭାରତୀୟ ବୋଲରଙ୍କ କମାଲ୍ , ଅଷ୍ଟ୍ରେଲିଆ ୧୯୧/୭

ଆଡ଼ିଲେଡ: ନାଟକୀୟ ସ୍ଥିତିରେ ଚାଲିଛି ବହୁ ପରୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ । ମ୍ୟାଚର ୨ୟ ଦିବସରେ ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇନପାରି କଙ୍ଗାରୁ ଦଳ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା…

ଝାରସୁଗୁଡା: ମେସିନରେ ଚାପି ହୋଇ ଶିଶୁ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ନିକଟସ୍ଥ ବରଙ୍ଗାମାଲ ଗ୍ରାମରେ ଶୁକ୍ରବାର ମେସିନରେ ଚାପି ହୋଇ ଏକ ଶିଶୁର ମୃତ୍ୟୁ ଭଳି ଦୁଃଖଦ ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଜଣେ ବ୍ୟକ୍ତି ଧାନ ମଡ଼ା ମେସିନରେ କାମ କରୁଥିବାବେଳେ ନିକଟରେ ଖେଳୁଥିବା ୪ ବର୍ଷୀୟ…

ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ୧୯୯ ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବାବେଳେ ତେଲେଙ୍ଗାନାର ୧୧୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ…

ଆଜି ରିଲିଜ୍ ହେଲା ସାରା ଓ ସୁଶାନ୍ତଙ୍କ ଅଭିନୀତ ‘କେଦାରନାଥ’

ମୁମ୍ବାଇ: ବହୁ ବାଦ ବିବାଦ ପରେ ଆଜି ରିଲିଜ୍ ହୋଇଛି ସୁଶାନ୍ତ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ । ୨୦୧୩ ମସିହାରେ କେଦାରନାଥରେ ହୋଇଥିବା ପ୍ରାକୃତିକ ଦୁର୍ବିପାକର ଘଟଣାବଳୀକୁ ଆଧାର କରି ଏହି ଫିଲ୍ମଟି ଗଢି ଉଠିଛି । ଫିଲ୍ମଟି ନିର୍ମାଣାଧିନ ଅବସ୍ଥାରୁ ହିଁ…

ଏବେ ଆହାର କେନ୍ଦ୍ରରେ ମିଳିବ ରାତ୍ରିଭୋଜନ

ଭୁବନେଶ୍ୱର: ଏବେ ଓଡ଼ିଶାର ୭୬ଟି ପୌରାଞ୍ଚଳରେ ଆହାରକେନ୍ଦ୍ର ଥିବାବେଳେ ଆସନ୍ତା ଜାନୁଆରୀ ୨୬ ତାରିଖଠାରୁ ଏହି ସୁବିଧା ସାରା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଞ୍ଚଳରେ ଉପଲବ୍ଧ ହେବ । କେବଳ ଦିନରେ ଆହାର କେନ୍ଦ୍ରରୁ ଭୋଜନ ମିଳୁଥିବା ବେଳେ ଏବେ ଆହାର କେନ୍ଦ୍ରରୁ ରାତ୍ରିଭୋଜନ ମଧ୍ୟ ମିଳିପାରିବ ।…

ଜେଲରୁ ଖଲାସ ହେଲେ ଅଭିଜିତ ଆୟାର ମିତ୍ର

ଭୁବନେଶ୍ୱର: ଶେଷରେ ଜେଲରୁ ଖଲାସ ହେଲେ ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ର । ଗତ ଅକ୍ଟୋବର ୨୩ ତାରିଖରୁ ଦୀର୍ଘ ୪୫ ଦିନ ଧରି ଝାରପଡ଼ା ଜେଲରେ ରହିବା ପରେ ଗୁରୁବାର ସନ୍ଧ୍ୟାରେ ଅଭିଜିତ ଖଲାସ ହୋଇଛନ୍ତି । ତାଙ୍କୁ ଗୁରୁବାର ଦିନ ସକାଳେ କୋଣାର୍କର ପ୍ରଥମଶ୍ରେଣୀ ଜୁଡ଼ିସିଆଲ ମାଜିଷ୍ଟ୍ରେଟ…

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଚକ୍ରଧର ପାଇକ

ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ଗୁରୁବାର ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଗୁରୁବାର ଦିନ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ଏହି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ବିଜେଡିରେ ସାମିଲ ହୋଇଛନ୍ତି…

ବିଜେପିରେ ବହୁତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: ଓଡ଼ିଶାରେ ମ୍ୟୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ଼ ସ୍ଥିର କରିବ ବୋଲି ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ଗୁରୁବାର ଦିନ କହିଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ସମ୍ପର୍କରେ…