ଡ଼ଟ୍ ଫେଷ୍ଟିଭାଲ୍: ସୋନାଙ୍କ ଦେଶୀ ରକ୍ ଶୋ’ରେ ଝୁମିଲେ ଦର୍ଶକ
ଭୁବନେଶ୍ୱର: ଏବେ ରାଜଧାନୀର ପ୍ରତିଟି ସନ୍ଧ୍ୟା ଚମକୁଛି । ରାଜଧାନୀବାସୀ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ମ୍ୟାଚର ମଜ୍ଜା ଉଠାଇବା ସହିତ ଡ଼ଟ୍ ଫେଷ୍ଟିଭାଲରେ ରକ୍ ଶୋ’ ଦେଖିବାକୁ ଭୁଲୁନାହାନ୍ତି ।
ବେଶ୍ ଭିଡ଼ ଦେଖିବାକୁ ମିଳୁଛି ଡ଼ଟ୍ ଫେଷ୍ଟରେ । ବିଡ଼ିଏ ତରଫରୁ ଆୟୋଜିତ ହୋଇଥିବା ଏହି ଡ଼ଟ୍…