Latest Odisha News

BREAKING NEWS

କେନ୍ଦ୍ରାପଡ଼ା: ଯୌତୁକ ଲାଗି ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ ଶାଶୁ ଓ ନଣନ୍ଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିଶୁଆ ଗ୍ରାମରେ ଶାଶୁଘର ଲୋକେ ଜଣେ ମହିଳାଙ୍କୁ ଜୀବନ୍ତ ଜାଳିଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଏହି ଘଟଣାରେ ପୀଡ଼ିତା ଭାରତୀ ସ୍ୱାଇଁ ନାମକ ଜଣେ ମହିଳାଙ୍କ ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିବା…

ଝାରସୁଗୁଡ଼ା: ଫ୍ୟୁଜ୍ ବାନ୍ଧିବାବେଳେ ବିଦ୍ୟୁତାଘାତରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଟ୍ରାନ୍ସଫର୍ମରରେ ଫ୍ୟୁଜ୍ ବାନ୍ଧିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ କାହ୍ନୁ ଚରଣ ସାହୁ (୩୦) ଏବଂ ସେ ବୋଲି ଠିକାରେ କାମ କରୁଥିବାବେଳେ ତାଙ୍କ ଘର…

ହକି ମାନିଆ: ବଢୁଛି ‘ଜମ୍ପ ଫର୍ ଭୁବନେଶ୍ୱର’ ଚ୍ୟାଲେଞ୍ଜ

ଭୁବନେଶ୍ୱର : ରାଜଧାନୀରେ ‘ହକି ବିଶ୍ୱ କପ୍’ ଜାରି ରହିଥିବାବେଳେ ଲୋକଙ୍କ ମଧ୍ୟରେ ହକିର କ୍ରେଜ୍ ଦେଖିବାକୁ ମିଳୁଛି । ଏହି ଅବସରରେ ଭୁବନେଶ୍ୱରର ରୂପରେଖ ମଧ୍ୟ ବିଭିନ୍ନ ଆକର୍ଷଣୀୟ କଳାକୃତିରେ ସଜେଇ ହୋଇଛି । ଏଥିସହିତ ଚାରିଆଡେ ହକି ମାନିଆ ଜାରି ରହିଥିବାବେଳେ ଏବେ ସ୍ମାର୍ଟ ସିଟି…

‘ଡଟ୍ ଫେଷ୍ଟ’ରେ ବଢୁଛି ଭିଡ, ଲୋଭନୀୟ ଖାଦ୍ୟର ମଜା ନେଉଛନ୍ତି ରାଜଧାନୀବାସୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡଟ୍ ଫେଷ୍ଟ୍ରେ ଦର୍ଶକଙ୍କ ଭିଡ ଜମିବାରେ ଲାଗିଛି । ଏଥିସହିତ ରବିବାର ସନ୍ଧ୍ୟାରେ ଅନ୍ୟଦିନ ଅପେକ୍ଷା ଆୟୋଜିତ ହୋଇଥିବା ଏହି ତଥାକଥିତ ଖାଦ୍ୟ ହାଟରେ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଖାସ୍ କରି ଖାଦ୍ୟପ୍ରେମୀ…

ଢେଙ୍କାନାଳ ସେଲଟର୍ ହୋମ ଘଟଣା: ୧୧ ନାବାଳିକାଙ୍କୁ ଉଦ୍ଧାର କରିବ ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବେଲଟିକିରିର ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ ସେଣ୍ଟର୍’ ପରିଚାଳିତ ସେଲଟର୍ ହୋମରେ ଥିବା ୧୧ ଜଣ ନାବାଳିକା ଅନ୍ତେବାସିନୀଙ୍କୁ ପୋଲିସ ଉଦ୍ଧାର କରିବ । ଏହି ନାବାଳିକା ଅନ୍ତେବାସିନୀଙ୍କୁ ଜିଲ୍ଲା ପ୍ରଶାସନର ବିନା ଅଗୋଚରରେ ଅନ୍ୟ ରାଜ୍ୟକୁ ପଠାଇଦିଆଯାଇଛି ।…

ବଲାଙ୍ଗୀରରେ ୨୪ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ନେଇ ଆଜି ୨୪ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଳା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ପ୍ରଭାବରେ ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗାଡି…

ଅର୍ଚ୍ଚିତାଙ୍କ ନୂଆ ଫିଲ୍ମ ରିଲିଜ୍ ହେବ ନୂଆବର୍ଷରେ !

ଭୁବନେଶ୍ୱର: ଓଲିଉଡ଼ର ଷ୍ଟଣ୍ଟଗାର୍ଲ ଭାବେ ବେଶ୍ ପରିଚିତା ଅର୍ଚ୍ଚିତାଙ୍କ ନୂଆ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । ଓଡ଼ିଆ ସିନେମାର ସଫଳ ନାୟିକା ଅର୍ଚ୍ଚିତାଙ୍କ ଦୁଇଟି ହିଟ୍ ଫିଲ୍ମ ‘ଚକଲେଟ୍’ ଓ ‘ଥୁକୁଲ’ରେ ଥିବା ଓଲିଉଡ଼ ଷ୍ଟାର୍ ବାବୁସାନ ଏଥିରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି…

ଅଭିଜିତ ଆୟାର ମିତ୍ର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହେଲେ

ଭୁବନେଶ୍ୱର: ରାଜଧାନୀସ୍ଥିତ ଝାରପଡ଼ା ଜେଲରେ ଥିବା ରିସର୍ଚ୍ଚ ସ୍କଲାର ଅଭିଜିତ ଆୟାର ମିତ୍ର ପେଟରେ ଯନ୍ତ୍ରଣା ଯୋଗୁଁ ରବିବାର ଦିନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏସମ୍ପର୍କରେ ଝାରପଡ଼ା ଜେଲ କର୍ତ୍ତୃପକ୍ଷ କମିଶନରେଟ ପୋଲିସକୁ ଜଣାଇବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ…

ଭାରତର ଜବରଦସ୍ତ ଖେଳ ପ୍ରଦର୍ଶନ, ଭାରତ-ବେଲଜିୟମ ମ୍ୟାଚ ୨-୨ରେ ଡ୍ର

ଭୁବନେଶ୍ୱର: ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ଘରୋଇ ଭାରତୀୟ ଦଳ ଅପେକ୍ଷାକୃତ ଶକ୍ତିଶାଳୀ ବେଲଜିୟମ ସହିତ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଅନୁଷ୍ଠିତ ହୋଇଥିବା ଏହି ରୋମାଞ୍ଚକର ମ୍ୟାଚରେ ୩ୟ କ୍ୱାର୍ଟର୍ ସୁଦ୍ଧା ୧-୧ରେ ସମାନସ୍ତରରେ ଥିଲା । ତେବେ…

କାନାଡ଼ା-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ୧-୧ରେ ଡ୍ର, ବେଲଜିୟମ-ଭାରତର କଡ଼ା ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ରବିବାର ଅନୁଷ୍ଠିତ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ୧ମ ମ୍ୟାଚ୍ ୧-୧ରେ ଡ୍ର ରହିଛି । ଆଜିର ୨ୟ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମ ଓ ଭାରତ ମଧ୍ୟରେ ଖେଳ ଆରମ୍ଭ ହୋଇଛି । ବେଲଜିୟମ ଏପର୍ଯ୍ୟନ୍ତ ୧-୦ରେ ଅଗ୍ରଣୀ…