‘କୋଣାର୍କ ମହୋତ୍ସବ’ ଡିସେମ୍ବର ୧ରୁ ଆରମ୍ଭ
ଭୁବନେଶ୍ୱର : ଓଡିଶାର ଅନ୍ୟତମ କୀର୍ତ୍ତିରାଜୀ କୋଣାର୍କରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦୁଇଟି ମହୋତ୍ସବର ମହାସମାରୋହ ।
‘କୋଣାର୍କ ମହୋତ୍ସବ’ ଓ ‘ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ’ ଗତକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ‘କୋଣାର୍କ…