‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ରାଜଧାନୀରେ ହକି ଫିଭର ଜାରି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଛକ ପାଖରେ ‘ମୋ ସାଇକେଲ’ ଅଭିଯାନର ଶୁଭାରମ୍ଭ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଖର୍ଚ୍ଚ ତଥା ସୁସ୍ଥ ଯାତ୍ରାର ବିକଳ୍ପ ଭାବେ ଏହି ଅଭିଯାନରେ…