ଓଡ଼ିଶାରେ ୩୫ଟି ଆଦର୍ଶ ପୋଲିସ ଷ୍ଟେସନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭୁବନେଶ୍ୱରରେ ଏୟାରପୋର୍ଟ ମଡ଼େଲ ପୋଲିସ ଷ୍ଟେସନ ଉଦଘାଟନ କରିଛନ୍ତି । ଭୁବନେଶ୍ୱରର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଦୃଷ୍ଟିରେ ରଖି ଏହିପରି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ…