ଓଡ଼ିଶା ବିଧାନସଭା ନିର୍ଦ୍ଧାରିତ ଅବଧି ପୂର୍ବରୁ ସମାପ୍ତ, ଅନିର୍ଦ୍ଦିଷ୍ଟ କାଳ ଲାଗି ଗୃହ ମୁଲତବୀ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତ କାଳୀନ ଅଧିବେଶନ ଶନିବାର ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ହୋଇଛି । ଆଉ ମାତ୍ର ୧୮ଟି କାର୍ଯ୍ୟଦିବସ ସମାପନ ହେବା ପୂର୍ବରୁ ଶୀତ ଅଧିବେଶନ ଶେଷ ହୋଇଛି।
ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ଗୃହରେ ସେପରି କିଛି ବକେୟା କାର୍ଯ୍ୟ ନଥିବା ହେତୁ ଏନେଇ…