ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ଟକ୍କର୍, ହରମନପ୍ରୀତଙ୍କ ଉପରେ ସମସ୍ତଙ୍କ ନଜର
ଭୁବନେଶ୍ୱର: ୱେଷ୍ଟଇଣ୍ଡିଜରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପରେ ଆଜି ଭାରତୀୟ ମହିଳା ଦଳ ପାକିସ୍ତାନକୁ ଭେଟୁଛି ।
ଟାଇଟଲ୍ ଦାବିଦାର ଭାରତ ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଆଜିର ଏହି ମ୍ୟାଚରେ ପାକିସ୍ତାନକୁ ଧୁଳିଚଟାଇ ବିଜୟ ହାସଲ କରିବାକୁ ଚେଷ୍ଟା…