କନ୍ଧମାଳରେ ମାଓବାଦୀ ପୋଷ୍ଟର, ଆନ୍ଦୋଳନରତ କୃଷକଙ୍କ ଦାବିକୁ ସମର୍ଥନ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଛାପଡ଼ା ଥାନା ଅନ୍ତର୍ଗତ ଆଦିବାସୀ ବହୁଳ କୁକୁରୁମା ଏବଂ ଖଦିର ଗ୍ରାମରେ ପୋଲିସ ଦ୍ୱାରା ମାଓବାଦୀ ପୋଷ୍ଟର ଜବତ ହୋଇଛି ।
ଜବତ ହୋଇଥିବା ଏହି ପୋଷ୍ଟରଟି ସିପିଆଇ (ମାଓବାଦୀ)ରାଜ୍ୟ କମିଟି ପକ୍ଷରୁ ଲଗା ହୋଇଥିବା ଉଲ୍ଲେଖ ରହିଛି ଏବଂ ଏହି ପୋଷ୍ଟରରେ ଚାଷୀଙ୍କ…