ଆଜି ପୁରୀ ବନ୍ଦ ଡ଼ାକରା, ଧାଡ଼ି ଦର୍ଶନକୁ ବିରୋଧକରି ଶ୍ରୀଜଗନ୍ନାଥ ସେନାର ପ୍ରତିବାଦ
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ନୂଆ ଧାଡ଼ି ବ୍ୟବସ୍ଥା ଦର୍ଶନକୁ ପୁରୀ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଏନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡ଼ାକରା ଦିଆଯାଇଛି ।
ଏହି ଧାଡ଼ି ଦର୍ଶନକୁ ବିରୋଧ କରୁଥିବା ଶ୍ରୀଜଗନ୍ନାଥ ସେନାର ଆବାହକ…