Latest Odisha News

BREAKING NEWS

ସିନେମାରେ ମହାତ୍ମା…

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧୀଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

କୂଅରେ ପଡି ଦୁଇ ଭଉଣୀ ମୃତ୍ୟୁ ମାମଲା, ହତ୍ୟା ପଛରେ ବାପା, ମାଆ ଓ ଭିଣୋଇଙ୍କ ହାତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଆର.ଉଦୟଗିରି ଅନ୍ତର୍ଗତ ଛେଳିଗଡ ଗ୍ରାମରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏକ ରୋଚକ ତଥ୍ୟ ପଦାକୁ ଆସିଛି । ସୂଚନା ଅନୁଯାୟୀ ଏହି ଘଟଣାରେ ପରିବାର ପକ୍ଷରୁ କରାଯାଇଥିବା ହତ୍ୟା ଅଭିଯୋଗର ଖୋଳତାଡ କରିବା ପରେ ପୋଲିସକୁ ଏକ ନୂଆ ତଥ୍ୟ…

ଅପ୍ରତିଦ୍ୱନ୍ଦ୍ୱୀ ପାଲା ଗାୟକ – ପଣ୍ଡିତ ଅଭୟ ଚରଣ ସ୍ୱାଇଁ

ଭୁବନେଶ୍ୱର: ସାହିତ୍ୟାଚାର୍ଯ୍ୟ ଅଭୟ ଚରଣ ସ୍ୱାଇଁ । ଜଣେ ସଂସ୍କୃତ ପଣ୍ଡିତ ଭାବରେ ଯେପରି ଜଣାଶୁଣା ପ୍ରଖ୍ୟାତ ପାଲା ଗାୟକ ଭାବେ ସେପରି ପ୍ରତିଷ୍ଠିତ । ଶିକ୍ଷକତା ତାଙ୍କର ପେଷା ଥିଲା ସତ ହେଲେ ପାଲା ତାଙ୍କର ନିଶା । ସାରା ଜୀବନ ସେ ପାଲା ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ପାଲାକାର…

ରାଜଧାନୀରେ କାରରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ସାମନ୍ତରାପୁର ଅନ୍ତର୍ଗତ ଶ୍ରୀରାମ ନଗର ନିକଟ ରାସ୍ତାକଡରେ ଥିବା ଏକ କାର ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ଲୋକମାନେ ରାସ୍ଥାକଡରେ ଠିଆହୋଇଥିବା ଏକ ଟୋୟୋଟା ଇନୋଭା (…

ଆଜି ଆସୁଛି ସୁପ୍ରିମ୍ ଶୁଣାଣି: ଅଭିଯୁକ୍ତ ଅଭିଜିତଙ୍କ ଓଡ଼ିଶା ସମ୍ପର୍କରେ ଅଶାଳୀନ ଟିପ୍ପଣୀ ମାମଲା

ଭୁବନେଶ୍ୱର/ନୂଆଦିଲ୍ଲୀ: ବଙ୍ଗାଳୀ ସାମ୍ବାଦିକ ଅଭିଯୁକ୍ତ ଅଭିଜିତ ଆୟାର ମିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ସାମ୍ବାଦିକ, ବିଧାୟକ ତଥା ଓଡ଼ିଶା ସମ୍ପର୍କରେ ଦେଇଥିବା ଅଶାଳୀନ ମନ୍ତବ୍ୟ ସମ୍ପର୍କରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିବେ ।…

ଆସନ୍ତୁ ବୁଲିଯିବା ସାନଘାଗରା…

ଆମ ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ପ୍ରକୃତିର ଐଶ୍ୱର୍ଯ୍ୟତାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସମୃଦ୍ଧିଶାଳୀ । ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ପ୍ରକୃତରେ ଭାବୁକ, କବି ତଥା ପ୍ରକୃତିପ୍ରେମୀ ମଣିଷମାନଙ୍କୁ ସ୍ତବ୍ଧ କରିଦେଇଥାଏ ।…

ଆସୁଛି ‘କଫି ୱିଥ୍ କରନ୍-୬’, ପ୍ରଥମ କଫି ପିଇବେ ଆଲିଆ ଓ ଦୀପିକା !

ମୁମ୍ବାଇ : ପ୍ରସିଦ୍ଧ ବଲିଉଡ୍ ଫିଲ୍ମ ନିର୍ମାତା କରନ୍ ଜୋହରଙ୍କ ସାକ୍ଷାତକାରଧର୍ମୀ ଶୋ’ ‘କଫି ୱିଥ୍ କରନ୍-୬’ ଆଗକୁ ପୁଣି ଥରେ ଟେଲିଭିଜନରେ ଦେଖିବାକୁ ମିଳିବ । କରନ ଜୋହର ଏ ସମ୍ବନ୍ଧରେ ସୋସିଆଲ୍ ମିଡ଼ିଆରେ ଖବର ଦେଇଛନ୍ତି । ଆସନ୍ତା ସିଜନ୍-୬ର ପ୍ରଥମ ଶୋ’ରେ ପ୍ରଥମ କଫି କପ୍ ଭାବେ…

କଂଗ୍ରେସ ଛାଡ଼ିବେ କୃଷ୍ଣଚନ୍ଦ୍ର, ନବ ଦାସ ବିଜେଡ଼ିରେ ଯୋଗ ଦେବେ !

ଭୁବନେଶ୍ୱର/କୋରାପୁଟ: ରାଜ୍ୟ କଂଗ୍ରେସର ଦୁଇ ବରିଷ୍ଠ ନେତା ତଥା ଟାଣୁଆ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ନବ କିଶୋର ଦାସ ଖୁବ ଶିଘ୍ର କଂଗେସ ଦଳ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ କଂଗେସର…

ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍’: ମାନବିକ ଅଧିକାରକୁ ବୁଝିବା, କାର୍ଯ୍ୟରେ ଲଗାଇବା ହେଉଛି ‘ସବକା…

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରେଡ଼ିଓ ଯୋଗେ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ କହିଛନ୍ତି, ୨୫ ବର୍ଷର ଏହି ଯାତ୍ରା ଭିତରେ ଏହା…

ଦୋହଲିଗଲା ଦାମଙ୍କ ଦମ୍ଭ, ପାରାଦୀପରେ ବିଜେଡ଼ିର ବିଶାଳ ମହିଳା ସମାବେଶ

ପାରାଦୀପ: ଦିନ ଥିଲା ସେମାନେ ଥିଲେ ଦାମଙ୍କ ଏକାନ୍ତ ଅନୁଗତ । କିନ୍ତୁ କିଛି ଦିନର ବ୍ୟବଧାନରେ ସେମାନେ ଦାମଙ୍କଠୁ ଅଲଗା ହୋଇଯାଇଛନ୍ତି । ଦାମଙ୍କ ଦମ୍ଭ ପଣିଆ ଏବେ ଦୋହଲିଯାଇଛି । ଦାମଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଆଜି ଆୟୋଜିତ ହେଉଛି ବିଶାଳ ମହିଳା ସମାବେଶ । ବିଜେଡ଼ି ପକ୍ଷରୁ…