ଭବାନୀପାଟଣାରେ ଆରମ୍ଭ ହେଲା ‘କଳାହାଣ୍ଡି ଡ଼ାଏଲଗ’, କଳାହାଣ୍ଡିର ବିକାଶର ବାର୍ତ୍ତା ଆଲୋଚିତ
ଭବାନୀପାଟଣା: କଳାହାଣ୍ଡି ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରୁ ଆଜି ଓଡ଼ିଶାର ଶଷ୍ୟଡ଼ାଲା ଭାବେ ପରିଣତ ହୋଇଛି । ଜିଲ୍ଲାବାସୀଙ୍କ ଉଦ୍ୟମ ତଥା ଅନବରତ ପ୍ରୟାସ ଫଳରେ ହିଁ ଏହା ସମ୍ଭବ ହୋଇପାରିଛି ବୋଲି ‘କଳାହାଣ୍ଡି ଡ଼ାଏଲଗ’ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ…