ନଈରେ ବୁଡି ମାଆ ଓ ପୁଅଙ୍କ ସଲିଳ ସମାଧି
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଏକ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ମୃତକଙ୍କ ନାମ ସୁଷମା ମହାରଣା (୩୫) ଓ ସୁଧାଂଶୁ ମହାରଣା (୯) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପନାଡ ଗ୍ରାମରେ ଜଣେ ମା ଓ ପୁଅ ନିକଟରେ ଥିବା ଘୋଡାହାଡ…