Latest Odisha News

BREAKING NEWS

ଅଯୋଧ୍ୟା ରାୟ: ଏହିସବୁ ସ୍ଥାନରେ ବାଧାପ୍ରାପ୍ତ ହେଲା ଇଣ୍ଟରନେଟ ସେବା, ଜାଣନ୍ତୁ

ଲକ୍ଷ୍ମୌ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପାଇଁ ସୁରକ୍ଷା ଦୃଷ୍ଟିରୁ ଦେଶର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବିଛିନ୍ନ କରାଯାଇଥିବା ସୂଚନା ମିଳିଛି । Aligarh District Magistrate (DM), Chandra Bhushan Singh: All mobile internet…

ଅଯୋଧ୍ୟା ରାୟକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପଡିପାରେ ମହଙ୍ଗା !

ଭୁବନେଶ୍ୱର: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟା ସମେତ ସାରା ଦେଶ ସଜାଗ ରହିଛି । ଓଡିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ । ଅଯୋଧ୍ୟା ମାମଲାକୁ ନେଇ କୌଣସି ଅପ୍ରୀତିକର ପରସ୍ଥିତିକୁ ଏଡାଇବା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛି ଓଡିଶା ପୋଲିସ । ତେବେ ଅଯୋଧ୍ୟା ରାୟକୁ ନେଇ ସୋସିଆଲ…

ଆମାଜନ୍ ପ୍ରାଇମରେ ଓଡିଆ ଫିଲ୍ମ ‘ତୁଳସୀ ଅପା’

ଭୁବନେଶ୍ୱର: ପ୍ରଖ୍ୟାତ ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଉପରେ ଆଧାରିତ ଓଡିଆ ଫିଲ୍ମ ‘ତୁଳସୀ ଅପା’ ଏବେ ଆମାଜନରେ ମଧ୍ୟ ଦେଖିବାକୁ ମିଳିବ । ଆମାଜନ ପ୍ରାଇମ୍ ୱାଲ୍ଡ ୱାଇଡରେ ପ୍ରଦର୍ଶିତ ହେଉଥିବା ଚଳଚ୍ଚିତ୍ର ମଧ୍ୟରେ ଏହା ପ୍ରଥମ ଓଡିଶା ଫିଚର ଫିଲ୍ମ ।…

କରତାରପୁର କରିଡର ଉଦଘାଟନ ଅବସରରେ ଇମ୍ରାନଙ୍କୁ କଣ କହିଲେ ମୋଦି, ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ କରତାରପୁର କରିଡରର ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟର ଉଦଘାଟନ କରିଛନ୍ତି । ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବରେ ପାକିସ୍ତାନ ସ୍ଥିତ କରତାରପୁରର ସାହିବ ଦର୍ଶନ କରିବାକୁ ବହୁ ପ୍ରତିକ୍ଷିତ ୪.୭ କିମି କରତାରପୁର ସାହିବ କରିଡର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୯-୧୧-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୦୯ ରିଖ ଶନିବାର ତୁଳା ୨୩ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ…

ଉପକୂଳ ଓଡିଶାରେ ଭୟଙ୍କର ରୂପ ନେଉଛି ବାତ୍ୟା ବୁଲବୁଲ୍

ଭୁବନେଶ୍ୱର: ଭୟଙ୍କର ରୁପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ପାଖଉଛି ବାତ୍ୟା ବୁଲବୁଲ । ବର୍ତ୍ତମାନ ସୁଦ୍ଧା ବୁଲବୁଲ ପାରାଦୀପଠାରୁ ୯୦ କିମି ଦୂରରେ ରହିଥିବା ସୂଚନା ମିଳିଛି । ବାତ୍ୟା ବୁଲବୁଲ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ବୁଲବୁଲ ଓଡ଼ିଶା ଉପକୂଳ ଦେଇ ସନ୍ଧ୍ୟା ସୁଦ୍ଧା…

ରାଷ୍ଟ୍ରଭକ୍ତିକୁ ମଜବୁତ କରିବ ଅଯୋଧ୍ୟା ରାୟ: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପ୍ରତିକ୍ରିୟା ଟ୍ୱିଟ କରିଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି ଯେ, "ରାମ ଭକ୍ତି କିମ୍ବା ରହିମ ଭକ୍ତି, ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ 'ରାଷ୍ଟ୍ରଭକ୍ତି' ଭାବନାକୁ ମଜବୁତ କରିଛି ।…

ଅଯୋଧ୍ୟା ବିବାଦ: ସୁପ୍ରିମକୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନାହାଁନ୍ତି ମୁସଲିମ ପକ୍ଷ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ରାୟ ଶନିବାର ଦିନ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ଅନୁମତି ପ୍ରଦାନ…

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲା: ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି କରି ସୁପ୍ରିମକୋର୍ଟ ଶନିବାର ଦିନ ଐତିହାସିକ ରାୟ ପ୍ରକାଶ କରିଛନ୍ତି । ଏହି ଅବସରରେ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି…

ଅଯୋଧ୍ୟା ଜମି ବିବାଦ ଶୁଣାଣି: ରାଜସ୍ଥାନରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଜୟପୁର: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି ଶନିବାର ଦିନ ପ୍ରକାଶ ପାଇବ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିବାଦ ହୋଇଥିବାରୁ କୌଣସି ପ୍ରକାର ଅପ୍ରିତିକର ଘଟଣାକୁ ଏଡାଇବାକୁ ଯାଇ ରାଜସ୍ଥାନ…