ତୀବ୍ର ଅବପାତ ନେଉଛି ବାତ୍ୟାର ରୂପ: ଓଡ଼ିଶା ସତର୍କ
ଭୁବନେଶ୍ୱର: ଭାରତୀୟ ପାଣିପାଗର ସଦ୍ୟତମ ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଉତ୍ତର ଆଣ୍ଡାମାନ ଦ୍ୱୀପପୁଞ୍ଜ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି । ବର୍ତ୍ତମାନ ଘଣ୍ଟାପ୍ରତି ୯ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ମୁହାଁଉଛି ଏହି ଅବପାତ…