ସଫଳତାର ସହିତ ଶେଷ ହେଲା ‘ପିଙ୍କାଥନ୍’, ସଚେତନତା ଲାଗି ୫ କିଲୋମିଟର ଦୌଡ଼ିଲେ ମହିଳା
ଭୁବନେଶ୍ୱର: ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଲାଗି ରବିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି ‘ପିଙ୍କାଥନ୍’ । ଏହି ୫ କିଲୋମିଟର୍ ବ୍ୟାପୀ ମାରାଥନ୍ ଦୌଡ଼ରେ ପ୍ରାୟ ୧୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ସବୁବର୍ଗର ମହିଳାମାନେ କିପରି ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ଅନ୍ୟ…