ଦେଖନ୍ତୁ: ‘କୁଇନ୍’ ସୁଟିଂ ସେଟର ଭିଡ଼ିଓ ସେୟାର୍ କଲେ ବର୍ଷା ପ୍ରିୟଦର୍ଶିନୀ !
ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଓଡ଼ିଆ ସିନେମା ‘କୁଇନ୍’ର ଏବେ ଚାଲିଛି ସୁଟିଂ । ସୁଟିଂ ସେଟର କିଛି ଦୃଶ୍ୟ ସହିତ ଏକ ଗୀତକୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଛନ୍ତି ବର୍ଷା । ଏହି ଭିଡ଼ିଓଟିକୁ ସୋସିଆଲ୍ ମିଡ଼ିଆର ହଜାର ହଜାର ୟୁଜର୍ସ ବେଶ୍ ପସନ୍ଦ କରିବା ସହିତ…