Latest Odisha News

BREAKING NEWS

ଜାଣନ୍ତୁ, ଭାରପ୍ରାପ୍ତ ସଚିବ ଭାବେ ୧୦ଟି ଜିଲ୍ଲା ଲାଗି ନିଯୁକ୍ତ ହେଲେ ଏହି ଆଇଏଏସ ଅଧିକାରୀ

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲା ଲାଗି ଓଡ଼ିଶା ସରକାର ଶୁକ୍ରବାର ଦିନ ୧୦ ଜଣ ଆଇଏଏସ ଅଧିକାରୀଙ୍କୁ ଭାରପ୍ରାପ୍ତ ସଚିବ ଭାବେ ନିଯୁକ୍ତ କରିଛନ୍ତି । ୧୦ଟି ଜିଲ୍ଲା ଲାଗି ନିଯୁକ୍ତ ହୋଇଥିବା ଆଇଏଏସ ଅଧିକାରୀ: ଢେଙ୍କାନାଳ: ପି କେ ମହାପାତ୍ର ରାୟଗଡ଼ା: ଅନୁ ଗର୍ଗ କଳାହାଣ୍ଡି: ଡ଼: ସୌରଭ…

‘ଆଦାନୀ ଫାଉଣ୍ଡେସନ’ର ପଶୁଧନ ଚିକିତ୍ସା ଶିବିର: ଚିକିତ୍ସିତ ହେଲେ ୪୨୬ ପ୍ରାଣୀ

ଧାମରା: ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲା ପଶୁଚିକିତ୍ସା ବିଭାଗ ସହଯୋଗରେ ଭଦ୍ରକ ଜିଲ୍ଲା କରଞ୍ଜମାଳ ଅନ୍ତର୍ଗତ ବାଜରପୁର ଗ୍ରାମରେ ଏକ ପଶୁଧନ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦାନୀ ଧାମରା ପୋର୍ଟର ସିଏସ୍ଆର୍ ପ୍ରମୁଖ ଅଂଶ ଭାବେ ଆଦାନୀ ଫାଉଣ୍ଡେସନ…

ବୌଦ୍ଧ ହସ୍ପିଟାଲ ଆଧାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ ‘୫ଟି ସଚିବ’ ଭିକେ ପାଣ୍ଡିଆନ

ବୌଦ୍ଧ: ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିବା ପରେ ବରିଷ୍ଠ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଏବେ ବୌଦ୍ଧ ଗସ୍ତରେ ଅଛନ୍ତି । ଏହି ଅବସରରେ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ଅନ୍ତର୍ଗତ ଏକ ଡାକ୍ତରଖାନା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ…

ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇଛି ବ୍ରିଟିଶ ସରକାର । ଗାନ୍ଧୀଙ୍କ ସମ୍ମାନରେ ବ୍ରିଟିଶ ସରକାର ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ବ୍ରିଟେନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦ । ଲଣ୍ଡନଠାରେ ଗୁରୁବାର ଦିନ…

୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କଲେ ଦୂତୀ ଚାନ୍ଦ, ଅମିୟଙ୍କୁ ସ୍ୱର୍ଣ୍ଣ

ଋାଞ୍ଚି: ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ନିଜ ରେକର୍ଡ଼ ନିଜେ ଭାଙ୍ଗି ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିଛନ୍ତି । ଦୂତୀ ୧୧.୨୨ ସେକେଣ୍ଡରେ ୧୦୦ ମିଟର ମହିଳା ଦୌଡ଼ ଅତିକ୍ରମ କରି ନୂଆ କିର୍ତ୍ତିୀମାନ ପ୍ରତିଷ୍ଠା କରିଛନ୍ତି । ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିଠାରେ ଚାଲିଥିବା ୫୯ତମ ଜାତୀୟ ଓପନ୍…

ଜେପି: ବୈଚାରିକ ବିବର୍ତ୍ତନ

ଜେପି: ବୈଚାରିକ ବିବର୍ତ୍ତନ ଦତ୍ତାତ୍ରେୟ ନାୟକ ଦ୍ୱନ୍ଦ ନା ବୈଚାରିକ ବିବର୍ତ୍ତନ । ଜୟପ୍ରକାଶ ନାରାୟଣଙ୍କ ରାଜନୀତିକ ଜୀବନକୁ ନେଇ ତର୍ଜମା କରୁଥିବା ଇତିହାସକାରଙ୍କ ମୁଣ୍ଡରେ ଏହି ପ୍ରଶ୍ନ ଏବେ ମଧ୍ୟ ଝୁଲିଛି । ପ୍ରଶ୍ନର ଯଥାର୍ଥତା ମଧ୍ୟ ଅନେକ । ସମାଜବାଦୀ ଚିନ୍ତାଧାରା ପାଇଁ ଅହରହ…

ରଦ୍ଦି ବିକ୍ରୟରୁ ରେଳବାଇର ଆୟ: କେତେ ହଜାର କୋଟି ଜାଣିଲେ ଉଡିଯିବ ହୋସ୍ !

ନୂଆଦିଲ୍ଲୀ: ବର୍ତ୍ତମାନ ଆର୍ଥିକ କ୍ଷତିରେ ଚାଲୁଥିବା ଭାରତୀୟ ରେଳବାଇ ବିଗତ ୧୦ ବର୍ଷ ମଧ୍ୟରେ ନିଜର ରଦ୍ଦି ସାମଗ୍ରୀ (ସ୍କ୍ରାପ୍‌) ସବୁକୁ ବିକ୍ରୟ କରି ୩୫,୦୭୩ କୋଟି ଟଙ୍କା ଆୟ କରିଥିବା ଜାଣିବାକୁ ମିଳିଛି । ଯାହା ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡିକର ସମୁଦାୟ ବାର୍ଷିକ ବଜେଟ ଠାରୁ ମଧ୍ୟ…

ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ୍ ତରକାରୀ ଖାଇ ସସପେଣ୍ଡ ହେଲେ ବିଇଓ !

ସୁନ୍ଦରଗଡ଼: ମଧ୍ୟାହ୍ନ ଭୋଜନରେ ପିଲାମାନେ ଖାଉଥିଲେ ଭାତ ଡ଼ାଲମା । ସ୍କୁଲ ପରିଦର୍ଶନରେ ଆସିଥିବା ଜିଲ୍ଲା ଶିକ୍ଷାଧିକାରୀ ଖାଉଥିଲେ ହୋଟେଲରୁ ଆସିଥିବା ଚିକେନ୍ ତରକାରୀ । ଏବେ ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନିୟମର ବିରୁଦ୍ଧାଚରଣ କରି ସସପେଣ୍ଡ…

ମହାବଲୀପୁରମରେ ‘ଜିନପିଙ୍ଗ’ଙ୍କୁ ଭବ୍ୟ ସ୍ୱାଗତ; ମୋଦୀଙ୍କ ସହ ବୁଲି ଦେଖିଲେ କୀର୍ତ୍ତିରାଜି

ମହାବଲୀପୁରମ: ଭାରତର ଐତିହାସିକ ଉପକୂଳ ସହରର ମହାବଲୀପୁରମଠାରେ ପହଞ୍ଚିଛନ୍ତି ଚୀନ ରାଷ୍ଟ୍ରମୁଖ୍ୟ 'ଜି ଜିନପିଙ୍ଗ' । ଜିନପିଙ୍ଗଙ୍କ ଭବ୍ୟ ସ୍ୱାଗତ ନିମନ୍ତେ ବିମାନବନ୍ଦର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ପାରମ୍ପରିକ ପୋଷାକ ଲୁଙ୍ଗି ଓ ସାର୍ଟ ପିନ୍ଧିଥିବାର ଦେଖିବାକୁ…

ବିଳମ୍ବରେ ଓଡିଶା ଛାଡିବ ଦକ୍ଷିଣ-ପଶ୍ଚିମ ମୌସୁମୀ !

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶାରୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ନେଇ ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି…