ଜାଣନ୍ତୁ କନ୍ଧମାଳ ଆଦିବାସୀ ଗାଁର ଏହି ଯୁବକଙ୍କୁ; କିପରି ହେଲେ ଇସ୍ରୋ ବୈଜ୍ଞାନିକ
ଫୁଲବାଣୀ: କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ଼ ମନୋବଳ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି । ଏହା କିଛି ରାକେଟ ସାଇନ୍ସ ନୁହେଁ।
ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ସିମ୍ବାଳି ଗ୍ରାମର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ । ଯିଏକି ଏବେ ଭାରତୀୟ ମହାକାଶ ଗବେଷଣା…