ନିଶାସକ୍ତ ଭାବେ ଗାଡି ଚଳାଇ ନିଲମ୍ବିତ ହେଲେ ପୋଲିସ ବାବୁ
ମୟୂରଭଞ୍ଜ: ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିବା ଏସଆଇ ଶୁଭେନ୍ଦୁ ବେହୋରାଙ୍କୁ ସୋମବାର ଦିନ ମୟୂରଭଞ୍ଜ ଏସପି ନିଲମ୍ବିତ କରିଛନ୍ତି ।
ଶୁଭେନ୍ଦୁ ଉଦଳା-କପ୍ତିପଦା ରାସ୍ତାରେ ଅତ୍ୟନ୍ତ ବିଶୃଙ୍ଖଳ ଭାବେ ଗାଡି ଚଳାଉଥିଲେ । ଏହି ସମୟରେ ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ସେ…