Latest Odisha News

BREAKING NEWS

ଆମେରିକାରେ ମୋଦୀଙ୍କର ନିଆରା ଅନ୍ଦାଜ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟଚକିତ !

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ସେଠାରେ ପହଞ୍ଚିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଭଳି ରାଷ୍ଟ୍ରରେ ଦେଶ ଉଦ୍ଦେଶ୍ୟରେ ଗୌରବ ଅର୍ଜନ କରିବାକୁ ଯାଉଥିବା ବେଳେ ଏମିତି…

ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ ହୋଇପାରନ୍ତି ଗିରଫ !

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଯୁବତୀ ମଧ୍ୟ ଗିରଫ ହୋଇପାରନ୍ତି । ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍) ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ…

ଭୀମସାରରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ ହେବେ: ମନ୍ତ୍ରୀ

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ କରିବେ ଓଡିଶା ସରକାର। ଏନେଇ ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଆହୁରି…

ଭଲଖବର: କିପରି ‘ମୋବାଇଲ୍ ଆପ୍ସ’ ଚାଷ ଅମଳକୁ ଦ୍ୱିଗୁଣିତ କଲା , ଜାଣନ୍ତୁ…

ବରଗଡ଼: ବରଗଡ଼ ଜିଲ୍ଲା ବାଇଗପାଲି ଗ୍ରାମର ବଂଶୀଧର ନାୟକ ହେଉଛନ୍ତି ଜଣେ ସାଧାରଣ ଚାଷୀ । ଏହି ୨୯ ବର୍ଷୀୟ ଯୁବଚାଷୀ ଜଣକ ଗାଁ ପାଖ କଲେଜରୁ କଳାରେ ସ୍ନାତକ ପାଶ୍ କରିବା ପରେ ପରିବାର ଲୋକଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ । ବଂଶୀଧରଙ୍କ ବାପାଙ୍କର ପ୍ରାୟ ୧୫ ଏକର ଚାଷଜମି…

ଭାରତୀୟ ଐତିହ, କଳା ଓ ସଂସ୍କୃତିର ଏକ ଝଲକ ‘ଅଯନ୍ତା ଏଲୋରା ଗୁମ୍ଫା’

ଭୁବନେଶ୍ୱର: ସଂସ୍କୃତି ଓ ଇତିହାସରେ ଭରିରହିଛି ଭାରତର କଳାକାରିଗରି । ଏହାର ପ୍ରତ୍ୟେକଟି ଐତିହ୍ୟ ପଛରେ ଲୁଚି ରହିଛି ସେଠାକାର ଗାରିମାର ଗାଥା । ସେହିପରି ଏକ ସ୍ଥାନ ହେଉଛି 'ଅଯନ୍ତା ଏଲୋରା ଗୁମ୍ଫା' । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ରହିଛି ଏହି ଅଯନ୍ତା ଏଲୋରା ଗୁମ୍ଫା । ଭାରତର…

ବଲିଉଡରେ ୧୮ ବର୍ଷ ପୂରଣ କଲେ ବିପାଶା, ସୋସିଆଲ ମିଡିଆରେ ସେୟାର କଲେ ଏହି ଇମୋସନାଲ ନୋଟ

ମୁମ୍ବାଇ: ବଲିଉଡ ବ୍ଲାକ ବିୟୁଟି ବୋଲାଉଥିବା ଅଭିନେତ୍ରୀ ବିପାଶା ବସୁ ନିଜ ଫିଲ୍ମ କ୍ୟାରିୟରରେ ପୂରଣ କରୁଛନ୍ତି ୧୮ ବର୍ଷ । ୨୦୦୧ ମସିହା ସେପ୍ଟେମ୍ବର ୨୧ରେ ବିପାଶାଙ୍କ ପ୍ରଥମ ଫିଲ୍ମ 'ଅଜନବୀ' ରିଲିଜ୍‌ ହୋଇଥିଲା । ଏଥିରେ ତାଙ୍କର ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ବଲିଉଡ୍‌ରେ…

ପାଲା ଜଗତର ଖ୍ୟାତନାମା ଗାୟକ: ଘନଶ୍ୟାମ ନାୟକ

ଭୁବନେଶ୍ୱର: ପାଲା ଜଗତରେ ଜଣେ ପ୍ରସିଦ୍ଧ ନର୍ତକ ଗାୟକ ଭାବେ ପରିଚିତ ଘନଶ୍ୟାମ ନାୟକ । ପାଲାରେ ଦକ୍ଷିଣୀ, ପଡି, ଆଠତାଳି, ନଦିଆ କୀର୍ତନ, ମନ୍ଦିରା ବାଦନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାରେ ବେଶ ସିଦ୍ଧହସ୍ତ ଥିଲେ ଗାୟକ ଭୂଷଣ ଘନଶ୍ୟାମ ନାୟକ । ଏହି ପ୍ରଖ୍ୟାତ ପାଲା ଗାୟକ ୧୯୧୧…

‘ଡ୍ୟାନ୍ସ ଦିୱାନେ’ ଫାଇନାଲରେ ଓଡିଆ ପୁଅ ଓମ୍

ଭୁବନେଶ୍ୱର: କଲର୍ସ ଟିଭି ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ ସିଜନ-୨ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡିଆ ପୁଅ ଓମ୍ ଶୁଭମ୍ ମହାପାତ୍ର । ଫାଇନାଲରେ ପ୍ରବେଶ କରିବା ସହିତ ବାରିପଦାର ଏହି ଓଡିଆ ପୁଅ ଜଣକ ମାତ୍ର ୧୦ ବର୍ଷ ବୟସରେ ନିଜର ଜବରଦସ୍ତ…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟି-୨୦, କ୍ଲିନସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ ।…

ଅଜସ୍ର ଫୁଲର ଉପତ୍ୟକା

ଅଜସ୍ର ଫୁଲର ଉପତ୍ୟକା ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ - କଥା ଦିଅ, ମୁଁ ସଂସାର ଛାଡ଼ି ଗଲାପରେ ଯେମିତି କହୁଛି ସେମିତି କରିବ । ଟିକେ ବି ଏପଟ ସେପଟ ହବନାହିଁ । ବାବାଙ୍କ କଥା ଶୁଣି ମୁଁ ଓ ପତ୍ନୀ ଅର୍ଚ୍ଚନା ସ୍ତବଧ ହେଇଗଲୁ । ଲାଗିଲା ଯେମିତି ହଠାତ ବହୁ ଉଚ୍ଚା ଶିଖରରୁ ଖସି ପଡ଼ୁଛୁ କୋଉ ଅତଳତଳ…