ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ୍ୟୁମୁଖରୁ ବଞ୍ଚିଲେ ୩୦ ହାତୀ
ଆଠଗଡ: ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛି ୩୦ଟି ହାତୀଙ୍କ ଜୀବନ । ଏହି ଘଟଣା ଘଟିଛି କଟକ ସ୍ଥିତ ଆଠଗଡ ଅଞ୍ଚଳରେ ।
ମିଳିଥିବା ସୂଚନାନୁଯାୟୀ ରବିବାର ଅପରାହ୍ନରେ ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ ଅଞ୍ଚଳର ମତ୍ସ୍ୟପୁର ରେଳ ଷ୍ଟେସନ ନିକଟରେ…