Latest Odisha News

BREAKING NEWS

ସୋଆ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କୃତିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ପରିଚାଳିତ କୃଷି ବିଜ୍ଞାନ କଲେଜ (ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍)ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଲିକନ୍ କୁମାର ଆଚାର୍ଯ୍ୟ ଏଗ୍ରିକଲଚରାଲ୍ ରିସର୍ଚ୍ଚ ସର୍ଭିସେସ୍ ପରୀକ୍ଷାରେ ପ୍ଲାଣ୍ଟ ପାଥୋଲୋଜି ବିଭାଗରେ ସାରା…

ରାଉରକେଲାରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ଭିଡିଓ ଭାଇରାଲ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ୧୭ ବର୍ଷୀୟ ବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ ଏଭଳି ଅଭାବନୀୟ ଘଟଣା ଜୁଲାଇ ୮ ତାରିଖରେ ଘଟିଥିବାବେଳେ ଏନେଇ…

ପ୍ରଫେସନାଲ୍ ଲୁକ୍ସ ପାଇଁ ଷ୍ଟାଇଲିସ୍ ଫୁଟ୍ ୱେୟାର୍…

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି । ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉ ବା ଫୁଟ୍ ୱେୟାର୍ ବାଛିବା ହେଉ । ଜାଣନ୍ତୁ କେଉଁ ଭଳି ଫୁଟ୍ ୱେୟାର୍…

ପୁରୀ: ସିଦ୍ଧ ମହାବୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ୩ ଲକ୍ଷରୁ ଅଧିକ ଟଙ୍କା

ପୁରୀ: ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧ ମହାବୀର ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ସୋମବାର ରାତିରେ ପାଖାପାଖି ୩ ଲକ୍ଷ ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ…

ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?

ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮-୧୯୪୩) କ୍ଷେତ୍ର: ଭାଷା-ସାହିତ୍ୟ (ସାମ୍ୟବାଦୀ ଆନ୍ଦୋଳନ ଓ ଲେଖନ) ଗାନ୍ଧିଜୀଙ୍କ ଅହିଂସା ମାର୍ଗର ବିପରୀତ ଦିଗରେ ଯାଇ ଲେନିନ୍‍ଙ୍କ ସମାଜବାଦୀ ସ୍ୱରରେ ସ୍ୱର ମିଳେଇଥିବା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଦଳ ଓ ଚେତନାର…

ସେ କୂଳର ନାଆ

ସେ କୂଳର ନାଆ ଫଣୀନ୍ଦ୍ର ଭୂଷଣ ନନ୍ଦ ଗଛ ଡାଳରେ କାହାର ବସା ମୁଁ ଜାଣେନା ସମୟ ସୁଅରେ କିଏ ଭାସିଯାଉଛି ମୋ ସହିତ ପରିଚୟ ଅଳ୍ପ ସମୟର ସେ କାଲିର ମୁଁ ଆଜିର ମଝିରେ ବର୍ଷା ପାଣିରେ ଉନ୍ମତ୍ତ ନଈଟିଏ । ଗଛକୁ ସବୁକଥା କହିହୁଏ ଝରାପତ୍ର ପରି ଭଣିତା କରିହୁଏ ଦୁଃଖର ସୁଅ ମୁହଁରେ ପତର…

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟା ସୁଦ୍ଧା ବିଧାନସଭାରେ ହେବ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ସନ୍ଧ୍ୟା ସୁଦ୍ଧା ନିଜର ଶକ୍ତି ପରୀକ୍ଷା ତଥା…

କଥାକୁହା ଫଟୋ: ସଫଳତାର ନୂଆ ଅଧ୍ୟାୟ, ଓଡ଼ିଶା ମାଟିରେ ଭାରତୀୟ ଟିଟିଦଳର ଶ୍ରେଷ୍ଠ ପ୍ରଦର୍ଶନ

କଟକ: ଭାରତୀୟ କ୍ରୀଡ଼ା ସଫଳତାର ଶୀର୍ଷରେ ପହଞ୍ଚୁଥିବା ବେଳେ ଏଥିରେ ଓଡ଼ିଶାର ଅବଦାନ ଅତୁଳନୀୟ । କଟକସ୍ଥିତ ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିୟନସିପରେ ଭାରତ ୧୫ଟି ପଦକ ହାସଲ କରିପାରିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା୨୩-୦୭-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୩ ରିଖ ମଙ୍ଗଳବାର କର୍କଟ ୦୭ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…

ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହେଲା ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଦିନ ପ୍ରତିଷ୍ଠା କରାଯାଇଛି ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର । ରାଜ୍ୟ ସରକାରଙ୍କ ୯୦ ଲକ୍ଷ ଟଙ୍କା ଅନୁଦାନରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୨୦୧୯-୨୦ ଶିକ୍ଷା ବର୍ଷରେ ୪୨୦ ଜଣ ଛାତ୍ରୀଙ୍କୁ ୭ଟି…