ରାସ୍ତାରେ ଢଳାଗଲା ୧୨ ଶହ ଲିଟର କ୍ଷୀର, ଜାଣନ୍ତୁ କାହିଁକି ରାଗିଲେ ଦୁଗ୍ଧଚାଷୀ !
ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଲକର ଦୁଗ୍ଧ ଚାଷୀ କ୍ରୋଧାନ୍ୱିତ ହୋଇ ପ୍ରାୟ ୧୨ ଶହ ଲିଟରରୁ ଅଧିକ କ୍ଷୀର ରାସ୍ତାରେ ଢାଳି ଦେଇଛନ୍ତି । ଏହି ଘଟଣା ସେଠାରେ ଥିବା ଓମଫେଡ଼ ଦୁଗ୍ଧ ପ୍ଲାଣ୍ଟସମ୍ମୁଖୀନରେ ଘଟିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦୁଗ୍ଧରେ…