‘ସାହିତ୍ୟ କଥା’ର ସାହିତ୍ୟ ଖଟି
"କବିତା କଥାସାହିତ୍ୟର ବିପରୀତ ନୁହେଁ"
ଭବାନୀପାଟଣା: କବିତା କଥାସାହିତ୍ୟର ବିପରୀତ ନୁହେଁ । କବିତା ଏକ ସୂକ୍ଷ୍ମ କଳା, ଯେଉଁଥିରେ ଭାବ ଓ ଭାଷାକୁ ଗୁରୁତ୍ୱ ଦିଆଯାଇଥାଏ । ତାହା ପଢ଼ିଲେ ବା ଶୁଣିଲେ ଆମେ କବିର ଭାବକୁ ନିଜ ମଧ୍ୟରେ ଅନୁଭବ କରିଥାଉ । ତେବେ କବିତା ବ୍ୟକ୍ତିିଗତ ଅନୁଭବ ନହୋଇ…