୪ର୍ଥ ଦିନିକିଆ: ମଜବୁତ ସ୍ଥିତିରେ ଭାରତ, କର ବା ମର ପରିସ୍ଥିତିରେ କଙ୍ଗାରୁ ଦଳ
ଚଣ୍ଡିଗଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଦିନିକିଆ ରବିବାର ଦିନ ଚଣ୍ଡିଗଡର ମୋହାଲି଼ଠାରେ ଅନୁଷ୍ଠିତ ହେଉଛି । ଭାରତ ଏହି ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଥିଲେ ମଧ୍ୟ ଜିତି ସିରିଜ୍ ହାତେଇବାକୁ ଏକରକମ ଠିକ୍ କରିଛି । ସେହିପରି ଅଷ୍ଟ୍ରେଲିଆ ଦଳ ଲାଗି ଏହି ମ୍ୟାଚ୍ କର ବା ମର ପରିସ୍ଥିତି…