ଅନୁଗୁଳରେ ନାବାଳକଙ୍କ ଆତ୍ମହତ୍ୟା ଅଭିଯୋଗ
ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଜେଏସପିଏଲ୍ ପ୍ଲାଣ୍ଟ ପରିସର କଲୋନୀରେ ସୋମବାର ଦିନ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନାନୁଯାୟୀ ଏସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ନାବାଳକକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ଜେଏସପିଏଲ୍…