ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଓଡିଶାକୁ ମିଳିବ ଟୁରିଜିମ୍ ଆୱାର୍ଡ
ଭୁବନେଶ୍ୱର : ‘ଇଣ୍ଡିଆ ଟୁଡେ ପର୍ଯ୍ୟଟନ ପୁରସ୍କାର’ ଲାଗି ଓଡ଼ିଶା ପର୍ଯ୍ୟଟନକୁ ମନୋନୀତ କରାଯାଇଛି।
ମିଳିଥିବା ସୂଚନାନୁଯାୟୀ ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ‘ଫେଷ୍ଟିଭାଲ’ କାଟେଗୋରୀରେ ଓଡ଼ିଶା ପର୍ଯ୍ୟଟନକୁ ପ୍ରଥମ ରନର୍ସଅପ୍ ପୁରସ୍କାର ପ୍ରଦାନ କରାଯିବ।…