ଟି-୨୦: ଭାରତର ପ୍ରଥମେ ବ୍ୟାଟିଂ, ବିରାଟ ସ୍କୋର ଲକ୍ଷ୍ୟରେ ୨ ଓପନର୍
ବିଶାଖାପାଟଣା: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ବିଶାଖାପାଟଣାଠାରେ ଆରମ୍ଭ ହୋଇଛି ୧ମ ଟି-୨୦ । ଭାରତ ଟସରେ ହାରି ପ୍ରଥମେ ବ୍ୟାଟିଂ କରୁଛି । ଦୁଇ ଦୁର୍ଦ୍ଦଶ ଓପନର୍ ରୋହିତ ଶର୍ମା ଓଲୋକେଶ ରାହୁଲଙ୍କ ଉପରେ ସମସ୍ତଙ୍କ ନଜର । ଯେହେତୁ ମାତ୍ର ୨ଟି ଟି-୨୦ ମ୍ୟାଚ୍ ଖେଳାଯିବାକୁ ରହିଛି ତେଣୁ ଉଭୟ ଦଳ…