ସୁନ୍ଦରଗଡ଼ରେ ଘନ କୁହୁଡ଼ି ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷା ଛକରେ ଶୁକ୍ରବାର ରାତିରେ ଘନ କୁହୁଡ଼ି ଯୋଗୁଁ କ୍ରମାଗତ ସଡ଼କ ଦୃର୍ଘଟଣା ଘଟିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘନ କୁହୁଡ଼ି ଯୋଗୁଁ ଏବେ ସଡ଼କ ମରଣଯନ୍ତା ପାଲଟିଛି ।…