ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ
କଟକ : ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ହାଇକୋର୍ଟର ଚିଫ୍ ଜଷ୍ଟିସ କେ ଏସ୍ ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଜଷ୍ଟିସ୍ ପଟ୍ଟନାୟକ ନିକଟ ଅତୀତରେ ସେ ଝାଡଖଣ୍ଡ…