ସେଲଟର୍ ହୋମ୍ ଯୌନଶୋଷଣ ମାମଲା: ଫୟାଜ୍ ରେହମାନଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍ ଦାଖଲ
ଢେଙ୍କାନାଳ : ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ଢୋଙ୍କାନାଳ ଉପକଣ୍ଠସ୍ଥ ଏକ ସେଲଟର୍ ହୋମ୍ ଯୌନ ନିର୍ୟାତନା ମାମଲାରେ ଢେଙ୍କାନାଳ ସଦର ପୋଲିସ୍ ସଂସ୍ଥାର ନିର୍ଦ୍ଦେଶକ ଫୟାଜ୍ ରେହମାନଙ୍କ ନାମରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି।
ଏହି ଚାର୍ଜସିଟରେ ସେଲଟର୍ ହୋମ…