Latest Odisha News

BREAKING NEWS

ଭବାନୀପାଟଣାରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦାନ

ଭବାନୀପାଟଣା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚିଛନ୍ତି । ଭବାନୀପାଟଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶ ପରି ଏକ ବିଶାଳ ର‌୍ୟାଲିରେ ଉଦବୋଧନ ଦେବାପରେ ରାହୁଲ ସିଧା ରାଉରକେଲା ଗସ୍ତ କରିବେ । Hear the DCC…

ଚିଟଫଣ୍ଡ ଓ ଚାଷୀ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଘଣ୍ଟାକ ଲାଗି ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି । ଆଜି ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ…

ଆରପାରିରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁ

ଭୁବନେଶ୍ୱର : ଓଲିଉଡର ବିଶିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଚକ୍ରଧର ସାହୁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଭୁବନେଶ୍ୱରରଏମ୍ସରେ ତାଙ୍କର ଦେହାନ୍ତ ଘଟିଛି । ମିଳିଥିବା ସୂଚନାନୁଯାୟୀ ସ୍ୱର୍ଗତଃ ସାହୁ ଫୁସଫୁସରେ ସଂକ୍ରମଣ ଯୋଗୁଁ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ…

ଆଜିଠୁ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ଟକ୍କର୍: ଏକାଠି ଖେଳିବେ ପାଣ୍ଡ୍ୟା ବ୍ରଦର୍ସ

ୱେଲିଂଟନ: ଭାରତୀୟ କ୍ରିିକେଟ ଦଳ କେବଳ ଟେଷ୍ଟ କି ଦିନିକିଆ ନୁହେଁ ବରଂ ଟି-୨୦ ମ୍ୟାଚରେ ମଧ୍ୟ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । ନିକଟରେ ଅଷ୍ଟ୍ରେଲିଆକୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ଧୁଳି ଚଟାଇ ସିରିଜ୍…

ପରଲୋକରେ ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ସେ କିଡନୀ ରୋଗରେ ଆକ୍ରାନ୍ତ ରହିଥିଲାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ…

ଡ଼ିଏଭି ସ୍କୁଲରେ ସଡ଼କ ସୁରକ୍ଷା ଅଭିଯାନ

ଭୁବନେଶ୍ୱର: ସ୍କୁଲ ଓ କଲେଜର ଛାତ୍ରଛାତୀଙ୍କ ଆନ୍ତରିକତାପୂର୍ଣ୍ଣ ସଂପୃକ୍ତି ଓ ସହଯୋଗ ବଳରେ ସଡ଼କ ସୁରକ୍ଷା ଅଭିଯାନ ତ୍ୱରାନ୍ୱିତ ହୋଇପାରିବ ବୋଲି ରାଜଧାନୀ ଚନ୍ଦ୍ରଶେଖରପୁରସ୍ଥିତ ଡ଼ିଏଭି ସ୍କୁଲରେ ଆୟୋଜିତ ‘ସଡ଼କ ସୁରକ୍ଷା ସଚେତନତା’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ଏହି ସଚେତନତାମୂଳକ…

ଓଡ଼ିଶାର କେତେକ ସେଲ୍ଟରହୋମରେ ଚାଲିଛି ଧର୍ମାନ୍ତରୀକରଣ: ଏନସିପିସିଆର

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର କିଛି ସେଲ୍ଟରହୋମ ଧର୍ମାନ୍ତରୀକରଣ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି । ଏହି ରିପୋର୍ଟ ପ୍ରକାଶ କରିଛି (ଏନସିପିସିଆର) ନ୍ୟାସନାଲ୍ କମିଶନ ଫର୍ ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ । ଏନସିପିସିଆର ପକ୍ଷରୁ ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡ଼ି) ମନ୍ତ୍ରଣାଳୟ…

ଉପକୂଳବର୍ତ୍ତୀ ଓଡ଼ିଶାରେ ୭ରୁ ଘନ କୁହୁଡି ଆଶଙ୍କା

ଭୁବନେଶ୍ୱର : ଫେବୃୟାରୀ ୭ରୁ ୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଥିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ୮ ରୁ ୯ ତାରିଖ ମଧ୍ୟରେ ଉତ୍ତର ଓ…

କୋରାପୁଟରେ ୧୦୦୦ କୋଟି ଟଙ୍କାର ମଧ୍ୟମ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲା ଗସ୍ତ କରିବା ଅବସରରେ ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଉଦଘାଟନ କରିବା ସହିତ ଅନେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ୧୧୩୬.୪୧ କୋଟି ଟଙ୍କା ମୂଲ୍ୟରେ…

ସୁନ୍ଦରଗଡ: ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ବଣାଇ ନିକଟସ୍ଥ ଶିବନାଥପୁର ଗ୍ରାମରେ ଜଣେ ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକ ଜଣଙ୍କ ନିକିତାମାଲ ଗ୍ରାମର ରଶ୍ମିତା ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ…