ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ
ଭୁବନେଶ୍ୱର: ରାଜଧାନୀର ମହାରାଜା ସିନେମା ହଲରେ ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସହିଦନଗର ପୋଲିସ ୩ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନାନୁଯାୟୀ, ଆଚାର୍ଯ୍ୟବିହାରସ୍ଥିତ ମହାରାଜା ସିନେମା ହଲ ମଧ୍ୟରେ କେତେକ ଯୁବକ କିଛି ମହିଳାଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା…