ବଲାଙ୍ଗିରରେ ଖବରକାଗଜ ସର୍କୁଲେସନ୍ କର୍ମଚାରୀଙ୍କୁ ହତ୍ୟା
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଏକ ଦୈନିକ ଖବରକାଗଜର ସର୍କୁଲେସନ୍ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ବଲାଙ୍ଗୀର ଟାଉନ ଥାନା ପୋଲିସ ମଙ୍ଗଳବାର ଦିନ ୩ଜଣଙ୍କୁ ଅଟକ ରଖିଛି ।
ମୃତକଙ୍କ ନାମ ପ୍ରତାପ ମହାପାତ୍ର ଏବଂ ସେ ଗତ ୪ ମାସ ହେବ ଉକ୍ତ ଦୈନିକ ଖବରକାଗଜର ସର୍କୁଲେସନ୍ କର୍ମଚାରୀ ଭାବେ…