ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହୋଇଛି ଗୁପ୍ତ ବୁଝାମଣା: ବିଜେପି
ଭୁବନେଶ୍ୱର: ଓଡ଼ିଶାରେ ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି ଯାହାର ଫଳସ୍ୱରୂପ କଂଗ୍ରେସ ଢାଲ ସଦୃଶ କାର୍ଯ୍ୟ କରୁଛି ବୋଲି ଓଡ଼ିଶା ବିଜେପି ପକ୍ଷରୁ ମଙ୍ଗଳବାର ଦିନ ଅଭିଯୋଗ କରାଯାଇଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନାଦେଇ ବିଜେପି ବିଧାୟକ…