ଢେଙ୍କାନାଳ: ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣକୁ ରାଜ୍ୟ ସରକାରଙ୍କ ବାତିଲ୍
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣକୁ ବାତିଲ୍ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ।
ରାଜସ୍ୱ ବିଭାଗ କମିଶନର (ଆରଡ଼ିସି)ଙ୍କ ରିପୋର୍ଟ ଆଧାରରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ…