ଜଗତସିଂହପୁର: ଘରେ ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ, ପାରିବାରିକ କଳହରୁ ଅଗ୍ନିକାଣ୍ଡ ସନ୍ଦେହ
ପାରାଦୀପ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗ୍ରାମର ଗୋଟିଏ ପରିବାରର ୪ଜଣ ସଦସ୍ୟ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଥିବା ପରି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ।
ମୃତକମାନେ ନବଘନ ସାହୁ, ସ୍ତ୍ରୀ କମଳା ସାହୁ, ଝିଅ ରୁବିନା ଓ ଜ୍ୱାଇଁ ହରେକୃଷ୍ଣ ମଲ୍ଲିକ ବୋଲି…