ଲଞ୍ଚ ହେଲା ନୂଆ ହୁଣ୍ଡାଇ ସାଣ୍ଟ୍ରୋ
ନୂଆଦିଲ୍ଲୀ : ହୁଣ୍ଡାଇ କମ୍ପାନୀ ପକ୍ଷରୁ ନୂଆ ସାଣ୍ଟ୍ରୋକୁ ଆଜି ଭାରତରେ ଲଞ୍ଚ କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ଦାମ ୩,୮୯,୯୦୦ ରହିଛି । ଏହି କାରକୁ କିଣିବା ପାଇଁ କାର ପ୍ରେମୀମାନେ ବହୁଦିନରୁ ଅପେକ୍ଷା କରି ରହିଥିଲେ ।
ଦୀର୍ଘ ୬ବର୍ଷ ପରେ କ୍ଷୁଦ୍ର କାର ସେଗମେଣ୍ଟରେ…