Latest Odisha News

BREAKING NEWS

ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ହାସଲ କଲେ ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍

ଭୁବନେଶ୍ୱର: ଗ୍ରୀସର ହେଲ୍ଲାସଠାରେ ଓଡ଼ିଶା ମହିଳା ବ୍ୟାଡ଼ମିଣ୍ଟନ୍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ତାଙ୍କର ପ୍ରଥମ ଆନ୍ତର୍ଜାତିକ ବ୍ୟାଡ଼ମିଣ୍ଟନ୍ ଟାଇଟଲ୍ ଡ଼ବଲ୍ସ ବିଭାଗରେ ହାସଲ କରିଛନ୍ତି । ଫାଇନାଲରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ତାଙ୍କ ଡ଼ବଲ୍ସ ଯୋଡ଼ି ଆରତୀ ସାରା ସୁନୀଲଙ୍କୁ ସାଥିକରି…

କାଲି ହାଜର ହେବେ ଅଭିଜିତ ମିତ୍ର, କଡ୍ଡା ସୁରକ୍ଷା ଦେବେ କମିଶନରେଟ୍ ପୋଲିସ୍ !

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ, ସାମ୍ବାଦିକ ତଥା ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ କ୍ଷମା ମାଗିଥିବା ସ୍ତମ୍ଭକାର ଅଭିଜିତ ଆୟାର ମିତ୍ର ୨୩ ଅକ୍ଟୋବର ଅର୍ଥାତ୍ ଆସନ୍ତାକାଲି ଓଡ଼ିଶା ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ…

ଅଡୁଆରେ ଆଇଟମ ଗାର୍ଲ୍ ରାକ୍ଷୀ ସାୱନ୍ତ, ତନୁଶ୍ରୀ କଲେ ମାନହାନି ମୋକଦ୍ଦମା

ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନକୁ ନେଇ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ସେହି ସମୟରେ ତନୁଶ୍ରୀଙ୍କ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଆଇଟମ ଗାର୍ଲ ରାକ୍ଷୀ ସାୱନ୍ତ । ଅଭିନେତ୍ରୀ ତନୁଶ୍ରୀ ‘ମି ଠୁ’ ଜରିଆରେ ପ୍ରଥମେ ନାନା…

ସାତକୋଶିଆ ସୁନ୍ଦରୀକୁ ଅଚେତ କରି ଏନକ୍ଲୋଜରକୁ ଅଣାଯିବ – ପିସିସିଏଫ

ଅନୁୁଗୁଳ: ସାତକୋଶିଆ ଜଙ୍ଗଲରେ ଗତ କିଛିଦିନ ଧରି ଉତ୍ପାତ କରୁଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜର୍ ମାଧ୍ୟମରେ କାବୁ କରିବାକୁ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରୁ ଏକ ବିଶେଷଜ୍ଞ ଦଳ ଆସି ପହଞ୍ଚିଛନ୍ତି ଏବଂ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ରହୁଥିବା ଜଙ୍ଗଲ ଅଭିମୁଖେ…

ତିତଲି ବାତ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲା ଲାଗି ୨,୭୭୦ କୋଟିର ସହାୟତା ରାଶି ମଞ୍ଜୁର କଲେ ଓଡିଶା ସରକାର

ଭୁବନେଶ୍ୱର : ବାତ୍ୟା ତିତଲି ଯୋଗୁଁ ଦକ୍ଷିଣ ଓଡିଶାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ପାଇଁ କ୍ଷୟକ୍ଷତି ବାବଦକୁ ରାଜ୍ୟ ସରକାର ସୋମବାର ଦିନ ୨,୭୭୦ କୋଟି ଟଙ୍କାର ସହାୟତା ରାଶି ଅନୁମୋଦନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ…

ଦଳିଦେଲା ଦନ୍ତା ହାତୀ, ସୁନ୍ଦରଗଡରେ ଜଣେ ମୃତ

ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ମୋଦିପରା ଗ୍ରାମର ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସେହି ଗ୍ରାମର ଗୋବର୍ଦ୍ଧନ ଲାକ୍ରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗୋବର୍ଦ୍ଧନ ନିଜ ଧାନ ବିଲକୁ ଜଗିବା ପାଇଁ…

ରାଜଧାନୀ ଦିଲ୍ଲୀରେ ଆଜି ୪୦୦ ଘରୋଇ ପେଟ୍ରୋଲ ପମ୍ପ ବନ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ ନକରିବା ଯୋଗୁଁ ଏହାର ପ୍ରତିବାଦରେ ଆଜି ଦିନକ ପାଇଁ ପ୍ରାୟ ୪୦୦ଟି ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ କେନ୍ଦ୍ରସରକାର ପେଟ୍ରୋଲ ଓ ଡିଜେଲ ଉପରୁ ସମାନ୍ୟ ଭାଟ୍ ହ୍ରାସ କରିଥିବାବେଳେ…

ଜଗତସିଂହପୁର: ଘରେ ନିଆଁ ଲାଗି ୪ଜଣଙ୍କ ମୃତ୍ୟୁ, ପାରିବାରିକ କଳହରୁ ଅଗ୍ନିକାଣ୍ଡ ସନ୍ଦେହ

ପାରାଦୀପ : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗ୍ରାମର ଗୋଟିଏ ପରିବାରର ୪ଜଣ ସଦସ୍ୟ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟିଥିବା ପରି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ମୃତକମାନେ ନବଘନ ସାହୁ, ସ୍ତ୍ରୀ କମଳା ସାହୁ, ଝିଅ ରୁବିନା ଓ ଜ୍ୱାଇଁ ହରେକୃଷ୍ଣ ମଲ୍ଲିକ ବୋଲି…

ରହସ୍ୟମୟ ରାବଣ, ଏବେବି ଗୁମ୍ଫାରେ ରହିଛି ରାବଣର ମୃତ ଶରୀର !

ଭୁବନେଶ୍ୱର: ପବିତ୍ର ରାମାୟଣ ଗ୍ରନ୍ଥ ହେଉଛି ହିନ୍ଦୁ ଧର୍ମର ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତାଦେବୀ, ଭାଇ ଲକ୍ଷ୍ମଣ ଏବଂ ପ୍ରଭୁଭକ୍ତ ଶ୍ରୀହନୁମାନଙ୍କ ବ୍ୟତୀତ ମହାପ୍ରତାପୀ ଲଙ୍କାପତି ରାବଣଙ୍କ କଥା ବର୍ଣ୍ଣିତ ରହିଛି । ଏବେ ମଧ୍ୟ ପ୍ରତିବର୍ଷ…

ପୁରୀରେ ଗୋଷ୍ଠୀ ସଂଘର୍ଷରୁ ବୋମା ବିସ୍ଫୋରଣ, ୬ ଆହତ

ପୁରୀ: ପୁରୀ ସହର ଉପକଣ୍ଠସ୍ଥ ବଳିଆପଣ୍ଡା ଥାନା ନିକଟ ମଙ୍ଗଳାସାହିରେ ରବିବାର ରାତିରେ ବୋମା ବିସ୍ଫୋରଣ ଘଟି ୬ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ଜଣେ…