କୂଅରେ ପଡି ଦୁଇ ଭଉଣୀ ମୃତ୍ୟୁ ମାମଲା, ହତ୍ୟା ପଛରେ ବାପା, ମାଆ ଓ ଭିଣୋଇଙ୍କ ହାତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଆର.ଉଦୟଗିରି ଅନ୍ତର୍ଗତ ଛେଳିଗଡ ଗ୍ରାମରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏକ ରୋଚକ ତଥ୍ୟ ପଦାକୁ ଆସିଛି ।
ସୂଚନା ଅନୁଯାୟୀ ଏହି ଘଟଣାରେ ପରିବାର ପକ୍ଷରୁ କରାଯାଇଥିବା ହତ୍ୟା ଅଭିଯୋଗର ଖୋଳତାଡ କରିବା ପରେ ପୋଲିସକୁ ଏକ ନୂଆ ତଥ୍ୟ…