ଦାମ ବଢିଲା ଏସି, ଫ୍ରିଜ ଓ ୱାସିଙ୍ଗ ମେସିନ ସହିତ ୧୯ଟି ସାମଗ୍ରୀ, ବୃଦ୍ଧି ହେଲା ସୀମା ଶୁଳ୍ପ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍ପ ବୃଦ୍ଧି କରିଛନ୍ତି, ଫଳରେ ଫ୍ରିଜ, ଏସି ଏବଂ ୱାସିଙ୍ଗ ମେସିନ ସମେତ ୧୯ଟି ସାମଗ୍ରୀ ମହଙ୍ଗା ହୋଇଛି ।
ବୁଧବାର ଦିନ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି ଘଟିଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ…